top of page
Home: Bookings Widget

Dr Kanhu Panda

Child and Newborn Specialist

Baby with Stethoscope
Little Boy Playing Doctor
Nurse Checking Girl
Vaccinating A Child
Pediatrician Examining Infant
Home: Welcome
ଛଅମାସ ପରେ ଶିଶୁଙ୍କୁ କ’ଣ ଖୁଆଇବେ? | Dr Kanhu Panda on Diet for Children in Odia
02:48
Swasthya Plus Odia

ଛଅମାସ ପରେ ଶିଶୁଙ୍କୁ କ’ଣ ଖୁଆଇବେ? | Dr Kanhu Panda on Diet for Children in Odia

#ChildCare #OdiaHealthTips #DoctorAdvice ନବଜାତ ଶିଶୁର ପ୍ରଥମ ଆହାର ହେଉଛି ମା’କ୍ଷୀର। ଛଅମାସ ଯାଏଁ ଶିଶୁକୁ କେବଳ ମା’କ୍ଷୀର ଦେବା ଆବଶ୍ୟକ। ଛଅରୁ ୭ମାସ ମଧ୍ୟରେ ପିଲାର ଦାନ୍ତ ଉଠିବା ଆରମ୍ଭ ହୋଇଥାଏ। ଏହି ସମୟରେ ପିଲାଙ୍କୁ ପରିପକ୍ୱ ଖାଦ୍ୟ ଦେବା ଆବଶ୍ୟକ। ତେବେ ଛଅମାସ ପରେ ପିଲାକୁ କେଉଁଭଳି ଖାଦ୍ୟ ଦେବେ? ଏନେଇ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Breast milk is the first food of a newborn. For up to six months, the baby should only be breastfed. In six to seven months, the baby's teeth begin to grow. At this point, the child needs to be given healthy food. So how do you feed a baby after six months? Let's know more from Dr Kanhu Panda, a Paediatrician. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!
ପିଲା ଖାଲି କାନ୍ଦୁଛି କି? | What to do if baby is crying continuously in Odia | Dr Kanhu Panda
02:00
Swasthya Plus Odia

ପିଲା ଖାଲି କାନ୍ଦୁଛି କି? | What to do if baby is crying continuously in Odia | Dr Kanhu Panda

#BabyCare #OdiaHealthTips #DoctorAdvice ଛୋଟ ପିଲାମାନେ କାନ୍ଦିବା ସ୍ୱାଭାବିକ। ହେଲେ କେତେକ କ୍ଷେତ୍ରରେ କୌଣସି କାରଣ ଯୋଗୁଁ ଶିଶୁମାନେ ଖାଲି କାନ୍ଦିଥାଆନ୍ତି। ତେବେ ଛୋଟ ପିଲାମାନେ ଖାଲି କାନ୍ଦିବାର କାରଣ କ’ଣ? ଏ ବିଷୟରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। It's normal for an infant to cry. In some cases, however, babies cry for no apparent reason. But, if an infant cries too often, there might be a health problem that needs attention. So why does the baby cry repeatedly? Let's know more from Dr Kanhu Panda, a Paediatrician. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!
ପିଲାର ତରଳଝାଡ଼ା ହେଲେ କ’ଣ କରିବେ? | Dr Kanhu Panda on Diarrhoea in Children | Causes & Treatment
11:15
Swasthya Plus Odia

ପିଲାର ତରଳଝାଡ଼ା ହେଲେ କ’ଣ କରିବେ? | Dr Kanhu Panda on Diarrhoea in Children | Causes & Treatment

#Diarrhoea #OdiaHealthTips #DoctorAdvice ଗୋଟିଏ ଦିନରେ ଦୁଇରୁ ତିନି ଥର କିମ୍ବା ତା’ଠାରୁ ଅଧିକ ଥର ପତଳା ଝାଡ଼ା ହେଲେ ଶିଶୁ ଡାଇରିଆ ଶିକାର ହୋଇଥାଆନ୍ତି। ଡାଇରିଆ ହେଲେ ଶିଶୁଙ୍କ ଶରୀରରେ ଜଳୀୟଅଂଶ କମିଯାଏ, ଫଳରେ ଧୀରେ ଧୀରେ ଶିଶୁର ସ୍ୱାସ୍ଥ୍ୟ ଅଧିକ ଖରାପ ହୁଏ। ତେବେ ପିଲାର ତରଳ ଝାଡ଼ା ବା ଡାଇରିଆ ହେଲେ କ’ଣ ସବୁ ଲକ୍ଷଣ ଦେଖାଦିଏ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଛୁଆଙ୍କଠାରେ ତରଳ ଝାଡ଼ା ବା ଡାଇରିଆ (0:00) କାହିଁକି ହୋଇଥାଏ ଡାଇରିଆ? (0:51) ଡାଇରିଆର ଲକ୍ଷଣ ଓ ଘରୋଇ ଚିକିତ୍ସା (2:20) ନବଜାତ ଶିଶୁଙ୍କୁ ଡାଇରିଆ ହେଲେ କ’ଣ କରିବେ? (5:08) ଡାଇରିଆକୁ ରୋକିବେ କିପରି? (7:14) ଶିଶୁଙ୍କର ଯତ୍ନ କିପରି ନେବେ? (8:48) Diarrhoea is defined as an increase in the number of stools or the presence of looser stools than is normal for the individual. Diarrhoea can lead to dehydration, gradually the baby's health deteriorates. So what are all symptoms of a child's Diarrhoea? Let's know more from Dr Kanhu Panda, a Paediatrician. In this Video, Diarrhoea in children (0:00) Causes of Diarrhoea (0:51) Symptoms of Diarrhoea and home remedies (2:20) What to do if a newborn baby has Diarrhoea? (5:08) Prevention of Diarrhoea (7:14) How to take care of a baby? (8:48) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!
ଶୀତଦିନେ ଶିଶୁଙ୍କର କେମିତି ନେବେ ଯତ୍ନ? | Winter Care Tips for Babies in Odia | Dr Kanhu Panda
01:22
Swasthya Plus Odia

ଶୀତଦିନେ ଶିଶୁଙ୍କର କେମିତି ନେବେ ଯତ୍ନ? | Winter Care Tips for Babies in Odia | Dr Kanhu Panda

#BabyCare #OdiaHealthTips #DoctorAdvice ଖାସ୍‌କରି ଶୀତଦିନ ଶିଶୁଙ୍କର ଯତ୍ନ ନେବା ନିହାତି ଜରୁରୀ। କାରଣ ଅତ୍ୟଧିକ ଶୀତ ଯୋଗୁଁ ପିଲାମାନଙ୍କୁ ହାଇପୋଥର୍ମିଆ ହେବାର ଆଶଙ୍କା ଅଧିକ ଥାଏ। ତେବେ ଶିଶୁଙ୍କର ଯତ୍ନ କିପରି ନେବେ? ଆସନ୍ତୁ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଜାଣନ୍ତୁ। It is important to take care of the baby, especially in the winter. Because of the extreme cold, children are more likely to develop hypothermia. So how do you take care of a baby? Let's find out more from Dr Kahnu Panda, a Paediatrician. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!
ପିଲା ବିଛଣାରେ ପରିସ୍ରା କରିବା ଅଭ୍ୟାସକୁ କେମିତି ରୋକିବେ? | Child Bedwetting in Odia | Dr Kanhu panda
01:53
Swasthya Plus Odia

ପିଲା ବିଛଣାରେ ପରିସ୍ରା କରିବା ଅଭ୍ୟାସକୁ କେମିତି ରୋକିବେ? | Child Bedwetting in Odia | Dr Kanhu panda

#ChildBedwetting #OdiaHealthTips #DoctorAdvice ଛୋଟ ବେଳେ ବିଛଣାରେ ପରିସ୍ରା କରିବା ଏକ ସାଧାରଣ କଥା। କିନ୍ତୁ ଅନେକ ପିଲା ବଡ଼ ହୋଇଗଲା ପରେ ମଧ୍ୟ ବିଛଣାରେ ପରିସ୍ରା କରିବା ଅଭ୍ୟାସ ଛାଡ଼ି ନଥାଆନ୍ତି। ତେବେ ପିଲା ବିଛଣାରେ ପରିସ୍ରା କରିବା ଅଭ୍ୟାସକୁ କେମିତି ରୋକିବେ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। It is common for children to wet the bed while sleeping. If a child between the ages of 5 and 6 is habitual of bed wetting while sleeping, there is nothing to worry about. However, if it persists even after five years, parents should consult a doctor. Let's know more from Dr Kanhu Panda, a Paediatrician. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!
Home: Video

Contact Me

Bhubaneswar, Odisha

8917220048

Thanks for submitting!

Home: Contact

8917220048

©2020 by Dr kanhu panda. Proudly created with Wix.com

bottom of page